ରାଶିଫଳ (ମଙ୍ଗଳବାର)

ମାର୍ଗଶିର (ବିଛା) ୯ ଦିନ, ନଭେମ୍ବର ୨୪ ତାରିଖ ୨୦୨୦
ମେଷ – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ବୃଷ – ଧନପ୍ରାପ୍ତି ହୋଇପାରେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମିଥୁନ – ଆଜି ଆପଣ କର୍ମ ଚଞ୍ଚଳ ରହିବେ। ମାନସିକ ଅସ୍ଥିରତା ଦେଖାଦେଇପାରେ। ପାରିବାରିକ ସହଯୋଗ ମିଳିବ।
କର୍କଟ – ସେବାପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ଅନୁଭବ କରିବେ। ଆୟ ଠିକ ରହିବ।
ସିଂହ – ସୁଖହାନୀ ଘଟିପାରେ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ବନ୍ଧୁ ମିଳନ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଆୟ ଠିକ ରହିବ।
ତୁଳା – ଦୁଃସାହସିକ କାର୍ଯ୍ୟ କରିପାରନ୍ତି। ପ୍ରଶଂସିତ ହେବେ। ସହଯୋଗ ପ୍ରାପ୍ତି ହେବ।
ବିଛା – ମାନହାନୀ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ଆଶାବାଦୀ ହେବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମକର – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
କୁମ୍ଭ – ଆଶା ବୃଦ୍ଧି ଘଟିବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ମୀନ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିପାରେ।

ମତାମତ ଦିଅନ୍ତୁ ।