ରାଶିଫଳ (ମଙ୍ଗଳବାର)

ଚୈତ୍ର (ମୀନ) ୧୦ ଦିନ, ମାର୍ଚ୍ଚ ୨୩ ତାରିଖ ୨୦୨୧
ମେଷ – ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ମାନସିକ ଶାନ୍ତି ମିଳିବ। ଆୟ ଭଲ ହେବ।
ବୃଷ – ମନ ବ୍ୟାକୁଳ ରହିବ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ମିଥୁନ – ମନ ପ୍ରସନ୍ନ ରହିବ। ଆୟ ଠିକ ରହିବ। ଯାତ୍ରା ସଫଳ ହେବ।
କର୍କଟ – ପଥରୋଧ ଘଟିପାରେ। ସହଯୋଗ କମ ମିଳିବ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ସିଂହ – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିପାରେ।
କନ୍ୟା – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ତୁଳା – ପରୋପକାର କରିବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ବିଛା – ରୋଗ ଓ ଶୋକର ପ୍ରଭାବ ଦେଖାଦେବ। ମନ ଆନ୍ଦୋଳିତ ହେବ। ସହଯୋଗ କମ ମିଳିବ।
ଧନୁ – ପ୍ରୀତିଲାଭ ଘଟିବ। ବନ୍ଧୁ ଦର୍ଶନ ହୋଇପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତିହେବ।
ମକର – ଅହଂଭାବ ଦେଖାଦେବ। କାର୍ଯ୍ୟସିଦ୍ଧି ହୋଇପାରେ। ଦିନଟି ମଧ୍ୟମ ଫଳଦାୟକ ହେବ।
କୁମ୍ଭ – ମନର ଉଦବେଗ ବୃଦ୍ଧି ଘଟିବ। ପଡୋଶୀଙ୍କ ସହଯୋଗ ମିଳିବ। ସୁସ୍ଥତା ଅନୁଭବ କରିବେ।
ମୀନ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button