ରାଶିଫଳ (ମଙ୍ଗଳବାର)

ଆଶ୍ଵିନ (ସିଂହ) ୬ ଦିନ ସେପ୍ଟେମ୍ବର ୨୨ ତାରିଖ ୨୦୨୦
ମେଷ – ଶାରୀରିକ ପୀଡା ଅନୁଭବ କରିବେ। ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ବୃଷ – ସୁଖ ସମ୍ମାନ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମିଥୁନ – ଅହଂକାର ବୃଦ୍ଧି ଘଟିବ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
କର୍କଟ – ଇର୍ଷାଭାବ ଜାଗ୍ରତ ହୋଇପାରେ। ମନ ସାମାନ୍ୟ ଆନ୍ଦୋଳିତ ହୋଇପାରେ। ଆୟ କମ ହୋଇପାରେ।
ସିଂହ – ବାଦବିବାଦ ଭିତରେ ଦିନଟି କଟିବ। ମାନସିକ ଅସନ୍ତୋଷ ଦେଖାଦେଇପାରେ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ପରିଶ୍ରମ ଅଧିକ ହେବ। ଆୟ ଭଲ ହୋଇପାରେ। ଶରୀର ସୁସ୍ଥ ରହିବ।
ତୁଳା – ଲୋକସମ୍ପର୍କ ବୃଦ୍ଧି ପାଇବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ପୁରାତନ ବନ୍ଧୁ ସହଯୋଗ କରିବେ।
ବିଛା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ଧନୁ – ବନ୍ଧନ ଯୋଗ ରହିଛି। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ମନ ପ୍ରସନ୍ନ ରହିବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
କୁମ୍ଭ – ନିଷ୍ଠାର ସହ କର୍ତ୍ତବ୍ୟ କରିବେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମୀନ – ଅଧିକ ସମୟ ବିଶ୍ରାମରେ କଟିପାରେ। ଆୟ ସ୍ଥିର ରହିବ। ଶାରୀରିକ ସୁସ୍ଥତା ଅନୁଭବ କରବେ।

ମତାମତ ଦିଅନ୍ତୁ ।