ରାଶିଫଳ (ମଙ୍ଗଳବାର)

ଚୈତ୍ର (ମୀନ) ୨୪ ଦିନ, ଏପ୍ରିଲ ୬ ତାରିଖ ୨୦୨୧
ମେଷ – ଦିନଟି କର୍ମଚଞ୍ଚଳ ମଧ୍ୟରେ କଟିବ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବୃଷ – ଅନୁରୋଧ ରକ୍ଷାକରି ପ୍ରଶଂସିତ ହେବେ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ଆର୍ଥିକ ସ୍ଥିତି ଠିକ ରହିବ।
ମିଥୁନ – ସୁଖହାନୀ ଘଟିପାରେ। ମନ ଆନ୍ଦୋଳିତ ହେବ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ମନ ପ୍ରସନ୍ନ ରହିବ। ଆୟ ଭଲ ହୋଇପାରେ। ଦିନଟି ପ୍ରାୟ ଭଲରେ କଟିବ।
ସିଂହ – ଧୈର୍ଯ୍ୟହାନୀ ଘଟିପାରେ। ମନୋବଳ ଦୃଢ କରନ୍ତୁ। ବିଳମ୍ବରେ କାର୍ଯ୍ୟସିଦ୍ଧି ହେବାର ଯୋଗ ରହିଛି।
କନ୍ୟା – ମାନମନାନ୍ତର ଘଟିପାରେ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ପଡୋଶୀଙ୍କ ସହଯୋଗ ପ୍ରାପ୍ତି ହେବ।
ତୁଳା – ଅନୁତାପ କରିବେ। ନୂତନ ଆଶା ନେଇ କାର୍ଯ୍ୟ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବାର ଯୋଗ ରହିଛି।
ବିଛା – ଉଚ୍ଚ ସମ୍ମାନ ପ୍ରାପ୍ତି ଯୋଗ ରହିଛି। ଆୟ ଭଲ ହୋଇପାରେ। ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସହଯୋଗ ପ୍ରାପ୍ତି ହେବ।
ଧନୁ – ପରାଶ୍ରିତ ହେବେ। ସହଯୋଗ କମ ମିଳିବ। ଶରୀର ସୁସ୍ଥ ରହିବ।
ମକର – ସୁଖ ସନ୍ତୋଷ ପ୍ରାପ୍ତି ହେବ। ବନ୍ଧୁ ଦର୍ଶନ ହୋଇପାରେ। ସୁଖାଦ୍ୟ ଭୋଜନ ମିଳିବ।
କୁମ୍ଭ – ଧନକ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମୀନ – ଆୟ ବୃଦ୍ଧି ଘଟିବ। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିବାର ଯୋଗ ରହିଛି।

Leave a Reply

Your email address will not be published. Required fields are marked *

Back to top button