ରାଶିଫଳ (ମଙ୍ଗଳବାର)

ବୈଶାଖ (ମେଷ) ୧୪ ଦିନ, ଏପ୍ରିଲ ୨୭ ତାରିଖ ୨୦୨୧
ମେଷ – ବନ୍ଧୁ ମିଳନ ଘଟିବ। ମିଷ୍ଟାନ୍ନ ପ୍ରାପ୍ତି ଯୋଗ ରହିଛି। ଶ୍ରୀରିକ ସୁସ୍ଥତା ଅନୁଭବ କରିବେ।
ବୃଷ – ଶତ୍ରୁ ଭୟ ଦେଖାଦେଇପାରେ। ମାନସିକ ଅସ୍ଥିରତା ଅନୁଭବ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମିଥୁନ – ଆୟ ଭଲ ହୋଇପାରେ। ମନ ଚଞ୍ଚଳ ରହିବ। ବ୍ୟବସାୟ ଠିକ ରହିବ।
କର୍କଟ – ବାଦବିବାଦ ଭିତରେ ଦିନଟି କଟିବ। ପଡୋଶୀ ସହଯୋଗ କରିବେ।
ସିଂହ – ବ୍ୟବସାୟରେ ଲାଭବାନ ହେବେ। ଭୃତ୍ୟଦ୍ଵାରା ଉପକୃତ ହେବେ। ଶୁଭ ଖବର ପ୍ରାପ୍ତି ହେବ।
କନ୍ୟା – ଆଶାବାଦୀ ହେବେ। ଆୟ ଠିକ ରହିବ। ଶରୀର ସୁସ୍ଥ ରହିବ।
ତୁଳା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ବିଛା – ମନ ପ୍ରଫୁଲ୍ଲ ରହିବ। ବନ୍ଧୁ ସହଯୋଗ କରିବେ। ଆୟ ମାଧ୍ୟମ ହେବ।
ଧନୁ – କାର୍ଯ୍ୟସିଦ୍ଧି ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ନୂତନ ଯୋଜନାରେ ମନ ନିବେଶ କରିପାରନ୍ତି।
ମକର – ସହଯୋଗ ଅବ୍ୟାହତ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଶୁଭଫଳ ପ୍ରାପ୍ତି ହେବ।
କୁମ୍ଭ – ଅସନ୍ତୋଷରେ ଦିନଟି କଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ଉତ୍ସାହିତ ହେବେ। ବନ୍ଧୁଙ୍କ ଗହଣରେ ସମୟ ବିତିପାରେ। ସୁଖାଦ୍ୟ ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *

Back to top button