ରାଶିଫଳ (ମଙ୍ଗଳବାର)

ଫାଲଗୁନ (କୁମ୍ଭ) ୨୫ ଦିନ, ମାର୍ଚ୍ଚ ୯ ତାରିଖ – ୨୦୨୧
ମେଷ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହୋଇପାରେ।
ବୃଷ – ସେବାପୂଜାରେ ଅଧିକ ସମୟ କଟିବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମିଥୁନ – ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ମିତ୍ରଲାଭ ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଦୂରଯାତ୍ରା ଯୋଗ ରହିଛି।
ସିଂହ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ।
କନ୍ୟା – ଚିନ୍ତାଗ୍ରସ୍ତ ରହିବେ। ମନ ଆନ୍ଦୋଳିତ ହେବ। ଆୟ କମ ହୋଇପାରେ।
ତୁଳା – ବାଦାନୁବାଦ ଭିତରେ ଦିନଟି କଟିବ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ବିଛା – ପରିଶ୍ରମ ଅଧିକ ହେବ। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ଧନୁ – ଆଶାବାଦୀ ହେବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁ ସହଯୋଗ କରିବେ।
ମକର – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
କୁମ୍ଭ – ବ୍ୟୟ ଅଧିକ ହୋଇପାରେ। ଜଗିରଖି ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମୀନ – ଧନପ୍ରାପ୍ତି ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ।

Leave a Reply

Your email address will not be published. Required fields are marked *

Back to top button