ରାଶିଫଳ (ସୋମବାର)

ଆଷାଢ (ମିଥୁନ) ୨୯ ଦିନ ଜୁଲାଇ ୧୩ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇବ । ମନୋବଳ ଦୃଢ଼ ରହିବ । ଆୟ ସ୍ଥିର ରହିବ ।
ବୃଷ: ବ୍ୟୟବୃଦ୍ଧି ଯୋଗ ରହିଛି । ସତର୍କ ରହି ଖର୍ଚ୍ଚ କରନ୍ତୁ । ମା’ ଲକ୍ଷ୍ମୀକୁ ଧ୍ୟାନ କରନ୍ତୁ ଲାଘବ ହେବ ।
ମିଥୁନ: ଧନପ୍ରାପ୍ତି ଯୋଗ ରହିଛି । ସାହାଯ୍ୟ ମିଳିବ । ଦିନଟି ଉତ୍ତମ ଫଳଦାୟକ ହୋଇପାରେ ।
କର୍କଟ: ସାହାଯ୍ୟ ସହାନୁଭୂତି ମିଳିବ । ମନ ଚଞ୍ଚଳ ହେବ । ଆୟ ସ୍ଥିର ରହିବ ।
ସିଂହ: ମନରେ ଆଶ୍ୱସ୍ତି ଭାବ ଜାଗ୍ରତ ହେବ । ପାରିବାରିକ ସହଯୋଗ ମିଳିବ । ଆୟ ସ୍ଥିର ରହିବ ।
କନ୍ୟା: ସୁଖହାନୀ ଘଟିବାର ଯୋଗ ରହିଛି । ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ ଲାଘବ ହେବ ।
ତୂଳା: ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ । ଉଚ୍ଚ ଆଶା ପୋଷଣ କରିବେ । ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ ।
ବିଛା: ଦୃଢ଼ ମନୋବଳ ପାଇଁ ଗର୍ବ ଅନୁଭବ କରିବେ । ପ୍ରଶଂସିତ ହୋଇପାରନ୍ତି ।
ଧନୁ: ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶାରୀରିକ ପୀଡ଼ା ପାଇପାରନ୍ତି ।
ମକର: ପ୍ରସନ୍ନ ଭାବ ପ୍ରକାଶ କରିବେ । ଆୟ ଭଲ ହେବ । ବନ୍ଧୁ ସହଯୋଗ ମିଳିପାରେ ।
କୁମ୍ଭ: ମାନସିକ ଚିନ୍ତା ବଢ଼ିବ । ଶତ୍ରୁଭୟ ଦେଖାଦେଇପାରେ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ମୀନ: ଉତ୍ସାହିତ ହେବେ । ମନ ପ୍ରଫୁଲ୍ଲ ହେବ । ଆୟ ଭଲ ହେବ । ଦିନଟି ଭଲରେ କଟିବାର ସମ୍ଭାବନା ରହିଛି ।

ମତାମତ ଦିଅନ୍ତୁ ।