ରାଶିଫଳ (ରବିବାର)

କାର୍ତ୍ତିକ (ତୁଳା) ୨୩ ଦିନ ନଭେମ୍ବର ୮ ତାରିଖ ୨୦୨୦
ମେଷ – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ବୃଷ – ପ୍ରତିଶୋଧ ପରାୟଣ ହେବେ। ମନ ଆନ୍ଦୋଳିତ ହେବ। ଶରୀର ସୁସ୍ଥ ରହିବ।
ମିଥୁନ – ଆଶାବାଦୀ ହୋଇପାରନ୍ତି। ସହଯୋଗ ମିଳିବ। ଆୟ ଠିକ ରହିବ।
କର୍କଟ – ସୁଖହାନୀ ଘଟିବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ସିଂହ – ପ୍ରତାରଣା ଆପଣଙ୍କୁ କଷ୍ଟ ଦାୟକ ହେବ। ପାରିବାରିକ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
କନ୍ୟା – ଦ୍ରବ୍ୟ ଲାଭ ହୋଇପାରେ। ବନ୍ଧୁ ସହଯୋଗ ମିଳିବ। ଆୟ ଭଲ ହେବାର ସମ୍ଭାବନା ଅଛି।
ତୁଳା – ପରିଶ୍ରମ ଅଧିକ ହେବ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ବିଛା – ଲୋଭଗ୍ରସ୍ତ ହୋଇପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ। ଦିନଟି ମଧ୍ୟମ ଫଳ ଦାୟକ ହୋଇପାରେ।
ଧନୁ – ସୁଖହାନୀ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ମକର – ଉଚ୍ଚ ଆଶା ପୋଷଣ କରିବେ। ଶାରୀରିକ ସୁସ୍ଥତା ମିଳିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
କୁମ୍ଭ – ନୈରାଶ୍ୟ ଭାବ ଦେଖାଦେବ। ମନ ଆନୋଳିତ ହେବ। ସହଯୋଗ କମ ମିଳିପାରେ।
ମୀନ – କ୍ରୋଧ ବୃଦ୍ଧି ହୋଇପାରେ। ନୀରବତା ଅବଲମ୍ବନ କରନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।

ମତାମତ ଦିଅନ୍ତୁ ।