ରାଶିଫଳ (ରବିବାର)

କାର୍ତ୍ତିକ (ତୁଳା) ୩୦ ଦିନ ନଭେମ୍ବର ୧୫ ତାରିଖ ୨୦୨୦
ମେଷ – ସୁଖହାନୀ ଘଟିପାରେ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ବୃଷ – ବନ୍ଧୁ ମିଳିନ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମିଥୁନ – ଭୟଭୀତ ହୋଇପାରନ୍ତି। ମନୋବଳ ଦୃଢ କରନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
କର୍କଟ – ଚିନ୍ତାଗ୍ରସ୍ତ ହେବେ। ଆୟ କମ ହୋଇପାରେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ସିଂହ – କହହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
କନ୍ୟା – ପ୍ରାଧାନ୍ୟ ବୃଦ୍ଧି ହେବ। ସହଯୋଗ ମିଳିବ। ଆୟ ଠିକ ରହିବ।
ତୁଳା – ମନ ଆକୁଳିତ ହୋଇପାରେ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବିଛା – କର୍ମ କ୍ଷେତ୍ରରେ ପ୍ରାଧାନ୍ୟତା ପ୍ରାପ୍ତି ହେବ। ଦିନଟି ଭଲରେ କଟିପାରେ।
ଧନୁ – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମକର – ଆୟ କମ ହେବ। ମାନସିକ ଅସନ୍ତୋଷ ଦେଖାଦେଇପାରେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କୁମ୍ଭ – କାର୍ଯ୍ୟ ସଫଳ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ।
ମୀନ – ଅପବ୍ୟୟ ହେବାର ସମ୍ଭାବନା ରହିଛି। ଚନ୍ଦନ ବୃକ୍ଷର ମୂଳକୁ ବାହୁରେ ଧାରଣ କରନ୍ତୁ ଲାଘବ ହେବ।

ମତାମତ ଦିଅନ୍ତୁ ।