ରାଶିଫଳ (ରବିବାର)

ମାର୍ଗଶିର (ବିଛା) ୧୪ ଦିନ, ନଭେମ୍ବର ୨୯ ତାରିଖ ୨୦୨୦
ମେଷ – ମନ ଆନ୍ଦୋଳିତ ରହିବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବୃଷ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ମିଥୁନ – ନୀତି ଭ୍ରଷ୍ଟ ହୋଇପାରନ୍ତି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
କର୍କଟ – ଆୟ ଭଲ ହେବ। ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ।
ସିଂହ – କର୍ମଚଞ୍ଚଳ ରହିବେ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
କନ୍ୟା – ସେବା ପୂଜା ପ୍ରତି ଆଗ୍ରହ ବଢିବ। ପାରିବାରିକ ସହଯୋଗ ମିଳିବ। ମାନସିକ ଶାନ୍ତି ପ୍ରାପ୍ତି ହେବ।
ତୁଳା – ଶାରୀରିକ ପୀଡା ଅନୁଭବ କରିବେ। ମନ ଅସନ୍ତୋଷ ରହିବ। ଆୟ ଠିକ ରହିବ।
ବିଛା – ବନ୍ଧୁ ସହଯୋଗ କରିବେ। ଆୟ ଭଲ ହୋଇପାରେ। ଦିନଟି ମାଧ୍ୟମ ଫଳ ଦାୟକ ହେବାର ଯୋଗ ରହିଛି।
ଧନୁ – ସଫଳତା ମିଳିବ। ମନ ପ୍ରଫୁଲ୍ଲ ରହିବ। ସହଯୋଗ ପ୍ରାପ୍ତି ହେବ।
ମକର – ଶତ୍ରୁ ଭୟ ଦେଖାଦେଇପାରେ। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ମୀନ – ପରିଶ୍ରମ ଅଧିକ ହୋଇପାରେ। ଶାରୀରିକ ସୁସ୍ଥତା ମିଳିବ। ଆୟ ଠିକ ରହିବ।

ମତାମତ ଦିଅନ୍ତୁ ।