ରାଶିଫଳ (ରବିବାର)

ଆଶ୍ଵିନ (କନ୍ୟା) ୪ ଦିନ, ସେପ୍ଟେମ୍ବର ୨୦ ତାରିଖ ୨୦୨୦
ମେଷ – ବନ୍ଧୁ ମିଳନ ଘଟିବ। ଶରୀର ସୁସ୍ଥ ରହିବ। ଆୟ ଭଲ ହେବ।
ବୃଷ – ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସହଯୋଗ ପ୍ରାପ୍ତି ହେବ। ମନ ସାମାନ୍ୟ ଆନ୍ଦୋଳିତ ହୋଇପାରେ।
ମିଥୁନ – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିବାର ସମ୍ଭାବନା ରହିଛି। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
କର୍କଟ – ଶତ୍ରୁ ବୃଦ୍ଧି ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ସିଂହ – କାର୍ଯ୍ୟ ସଫଳ ହେବ। ସହଯୋଗ ମିଳିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କନ୍ୟା – ଆଶାବାଦୀ ହେବେ। ବନ୍ଧୁମାନେ ସହଯୋଗ କରିବେ। ମାନସିକ ଶାନ୍ତି ମିଳିବ।
ତୁଳା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ବିଛା – ପ୍ରତାରିତ ହୋଇପାରନ୍ତି। ଆୟ କମ ହେବାର ସମ୍ଭାବନା ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ମନ ପ୍ରସନ୍ନ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଭଲ ହୋଇପାରେ।
ମକର – ସଫଳତା ମିଳିବ। ସହଯୋଗ ପ୍ରାପ୍ତି ହେବ। ସୁଖାଦ୍ୟ ମିଳିବାର ସମ୍ଭାବନା ଅଛି।
କୁମ୍ଭ – ପରୋପକାରରେ ସମୟ ବିତିପାରେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମୀନ – ଶାରୀରିକ ପୀଡା ଦେଖା ଦେଇପାରେ। ମନ ସାମାନ୍ୟ ଅଶାନ୍ତି ରହିବ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।

ମତାମତ ଦିଅନ୍ତୁ ।