ରାଶିଫଳ (ରବିବାର)

ଚୈତ୍ର (ମୀନ) ୨୨ ଦିନ, ଏପ୍ରିଲ ୪ ତାରିଖ ୨୦୨୧
ମେଷ – ଭକ୍ତିଭାବ ଜାଗ୍ରତ ହେବ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବୃଷ – କ୍ଷତି ଘଟିପାରେ। ଆୟ କମ ହେବ। ଭଗବାନ ବିଷ୍ନୁଙ୍କର ଉପାସନା କରନ୍ତୁ। ଲାଘବ ହେବ।
ମିଥୁନ – ସୁଖ ସନ୍ତୋଷ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – ଦୁଃସାହସିକ କାର୍ଯ୍ୟ କରିବେ। ପ୍ରଶଂସିତ ହୋଇପାରନ୍ତି। ଆୟ ଠିକ ରହିବାର ସମ୍ଭାବନା ଅଛି।
ସିଂହ – ପରାମର୍ଶ ଦାନ କରିପାରନ୍ତି। ମନ ସନ୍ତୋଷ ରହିବ। ଶରୀର ସୁସ୍ଥ ରହିବ।
କନ୍ୟା – ବାଦବିବାଦ ଭିତରେ ଦିନଟି କଟିବ। ମଧ୍ୟମ ଫଳ ପ୍ରାପ୍ତି ହେବ।
ତୁଳା – ଘାତଚନ୍ଦ୍ର ରହିଛି। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ବିଛା – ମନ ବ୍ୟାକୁଳ ରହିବ। ସହଯୋଗ କମ ମିଳିବ। ଆୟ ସ୍ଥିର ରହିବ।
ଧନୁ – ସଠିକ ଭାବେ କାର୍ଯ୍ୟ ସମ୍ପାଦନ କରିବେ। ବନ୍ଧୁଙ୍କ ସହଯୋଗ ମିଳିବ। ଯାତ୍ରା ସଫଳ ହେବ।
ମକର – କାର୍ଯ୍ୟରେ ବାଧା ଉପୁଜିପାରେ। ଯାତ୍ରା ସ୍ଥଗିତ ରହିବ। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ଆୟ ଭଲ ହେବ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ମନ ଅସ୍ଥିର ରହିବ।
ମୀନ – କାର୍ଯ୍ୟ ସଫଳ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ଉପହାର ପ୍ରାପ୍ତି ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button