ରାଶିଫଳ (ରବିବାର)

0

ଚୈତ୍ର (ମୀନ) ୨୯ ଦିନ, ଏପ୍ରିଲ ୧୧ ତାରିଖ ୨୦୨୧
ମେଷ – କାର୍ଯ୍ୟହାନୀ ଘଟିପାରେ। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ବୃଷ – କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମିଥୁନ – ନିଷ୍ଠାର ସହ କର୍ତ୍ତବ୍ୟ କରିବେ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କର୍କଟ – ଧାର୍ମିକ ଚେତନା ଜାଗ୍ରତ ହେବ। ଦାନ କରିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ସିଂହ – ସୁଖହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ବନ୍ଧୁ ଦର୍ଶନ ହେବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଦିନଟି ଆମୋଦ ପ୍ରମୋଦ ଭିତରେ କଟିବ।
ତୁଳା – କାର୍ଯ୍ୟସିଦ୍ଧି ହେବ। ଆୟ ଭଲ ହୋଇପାରେ। ଦିନଟି ପ୍ରାୟ ଭଲରେ କଟିବାର ଯୋଗ ରହିଛି।
ବିଛା – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହେବ। ପଡୋଶୀଙ୍କ ସହଯୋଗ ମିଳିବ।
ଧନୁ – ପରାଜୟ ଘଟିପାରେ। ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରନ୍ତୁ।
ମକର – କାର୍ଯ୍ୟ ସଫଳ ହେବ। ଆୟ ଠିକ ରହିବ। ଦୂରଯାତ୍ରା କରିପାରନ୍ତି।
କୁମ୍ଭ – ଲୋଭଗ୍ରସ୍ତ ହେବେ। ବ୍ୟବସାୟ ଠିକ ଚାଲିବ। ମାନସିକ ଉଦବେଗ ବୃଦ୍ଧି ହେବ।
ମୀନ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।

Leave A Reply

Your email address will not be published.