ରାଶିଫଳ (ରବିବାର)

0

ବୈଶାଖ (ମେଷ) ୫ ଦିନ, ଏପ୍ରିଲ ୧୮ ତାରିଖ ୨୦୨୧
ମେଷ – ମନ ପ୍ରସନ୍ନ ରହିବ। ଆୟ ଠିକ ରହିବ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି।
ବୃଷ – ଚିନ୍ତାଗ୍ରସ୍ତ ହେବେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମିଥୁନ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
କର୍କଟ – ପଥରୋଧ ଘଟିପାରେ। ମନ ଆନ୍ଦୋଳିତ ହେବ। ଆୟ କମ ହୋଇପାରେ।
ସିଂହ – ବନ୍ଧୁଲାଭ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ମାନସିକ ଶାନ୍ତି ମିଳିବ।
କନ୍ୟା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ ହନୁମାନ ଚାଳିଶା ପାଠ ପଢନ୍ତୁ।
ତୁଳା – ସେବାପୂଜା ପ୍ରତି ଆଗ୍ରହ ବଢିବ। ଦିଅଁ ଦର୍ଶନ ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ବିଛା – ଧନକ୍ଷୟ ଘଟିପାରେ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ପ୍ରୀତିଲାଭ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଦିନଟି ମାଧ୍ୟମ ଫଳଦାୟକ ହୋଇପାରେ।
ମକର – ଭୟଭୀତ ହେବେ। ମନ ଅସନ୍ତୋଷ ରହିବ। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ମାନହାନୀ ଘଟିପାରେ। ସତର୍କ ରୁହନ୍ତୁ। ଆଲୋଚନା କରି କାର୍ଯ୍ୟ କରନ୍ତୁ।
ମୀନ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।

Leave A Reply

Your email address will not be published.