ରାଶିଫଳ (ରବିବାର)

ବୈଶାଖ (ମେଷ) ୧୨ ଦିନ, ଏପ୍ରିଲ ୨୫ ତାରିଖ ୨୦୨୧
ମେଷ – ଶତ୍ରୁ ବୃଦ୍ଧି ଘଟିବ। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
ବୃଷ – ଘାତଚନ୍ଦ୍ର ରହିଛି। ସତର୍କତା ଅବଲମ୍ବନ କରନ୍ତୁ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ।
ମିଥୁନ – କର୍ମକ୍ଷେତ୍ରରେ ପ୍ରତିରୋଧର ସାମ୍ନା କରିବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ମନ ଅସନ୍ତୋଷ ରହିପାରେ।
କର୍କଟ – ଉତ୍ସାହିତ ହେବେ। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହୋଇପାରେ।
ସିଂହ – ପରିଶ୍ରମ ଅଧିକ ହେବ। ବ୍ୟବସାୟ ଠିକ ରହିବ। ପାରିବାରିକ ଅସନ୍ତୋଷ ଦେଖାଦେଇପାରେ।
କନ୍ୟା – ବନ୍ଧୁ ମିଳନ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ସାଧୁଙ୍କ ଆର୍ଶୀବାଦ ପ୍ରାପ୍ତି ହେବାର ସମ୍ଭାବନା ଅଛି।
ତୁଳା – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ପଡୋଶୀଙ୍କ ଦ୍ଵାରା ଉପକୃତ ହେବେ।
ବିଛା – ଆୟ ବୃଦ୍ଧି ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ଧନୁ – ଶାରୀରିକ ପୀଡା ଦେଖାଦେଇପାରେ। ବ୍ୟବସାୟ ଠିକ ରହିବ। ନୂତନ ଯୋଜନା ହାତକୁ ନେବେ।
ମକର – ଉଦବେଗ ବୃଦ୍ଧି ହେବ। ଶରୀର ସାମାନ୍ୟ ଅସୁସ୍ଥ ରହିପାରେ। ଆୟ କମ ହେବ।
କୁମ୍ଭ – ଦୁଃଖ ଓ କଷ୍ଟ ଦେଖାଦେଇପାରେ। ମନ ଆନ୍ଦୋଳିତ ହେବ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ମନ ସନ୍ତୋଷ ରହିବ। ସୁଖ ପ୍ରାପ୍ତି ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।

Leave a Reply

Your email address will not be published. Required fields are marked *

Back to top button