ରାଶିଫଳ (ଶନିବାର)

କାର୍ତ୍ତିକ (ତୁଳା) ୨୨ ଦିନ ନଭେମ୍ବର ୭ ତାରିଖ ୨୦୨୦
ମେଷ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ହନୁମାନ ଚାଳିଶା ପଥ କରନ୍ତୁ।
ବୃଷ – କାର୍ଯ୍ୟ ସଫଳ ହେବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମିଥୁନ – ପରାଧୀନ ହୋଇ କାର୍ଯ୍ୟ କରିବେ। ଆୟ ଠିକ ରହିବ। ପାରିବାରିକ ସହଯୋଗ ମିଳିବ।
କର୍କଟ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
ସିଂହ – ବ୍ୟୟ ବୃଦ୍ଧି ଘଟିପାରେ। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
କନ୍ୟା – ଆୟ ଭଲ ହେବାର ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତୁ।
ତୁଳା – ସଫଳତା ପ୍ରାପ୍ତି ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଠିକ ରହିବ।
ବିଛା – ସେବା ପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ମିଳିବ। ବନ୍ଧୁ ସହଯୋଗ କରିପାରନ୍ତି।
ଧନୁ – ଶାରୀରିକ ପୀଡା ଦେଖାଦେଇ ପାରେ। ମାତା କାଳୀଙ୍କର ଉପାସନା କରନ୍ତୁ।
ମକର – ବନ୍ଧୁ ମିଳିନ ଯୋଗ ରହଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ପାରିବାରିକ ସହଯୋଗ ମିଳିବାର ସମ୍ଭାବନା ଅଛି।
କିମ୍ଭ – ପରିଶ୍ରମ ଅଧିକ ହୋଇପାରେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମୀନ – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ମାନସିକ ଶାନ୍ତି ମିଳିବ। ଆୟ ସ୍ଥିର ରହିବ।

ମତାମତ ଦିଅନ୍ତୁ ।