ରାଶିଫଳ

ରାଶିଫଳ (ଶନିବାର)

ମାର୍ଗଶିର (ବିଛା) ୧୩ ଦିନ, ନଭେମ୍ବର ୨୮ ତାରିଖ ୨୦୨୦
ମେଷ – ସୁଖହାନୀ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ବୃଷ – ବ୍ୟୟ ବୃଦ୍ଧି ଘଟିବ। ମନ ଅସନ୍ତୋଷ ରହିବ । ଶରୀର ସୁସ୍ଥ ରହିବ।
ମିଥୁନ – ସାହାଯ୍ୟ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ପାରିବାରିକ ସହଯୋଗ ମିଳିବ।
କର୍କଟ – ଉତ୍ସାହିତ ହେବେ। ଶରୀର ସୁସ୍ଥ ରହିବ। ଦିନଟି ଭଲରେ କଟିପାରେ।
ସିଂହ -ପରୋପକାର କରିବେ। ସହଯୋଗ ମିଳିବ। ଆୟ ଠିକ ରହିବ।
କନ୍ୟା – ଲକ୍ଷ୍ୟଭ୍ରଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ତୁଳା – କୁଭୋଜନ ପ୍ରାପ୍ତି ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ବିଛା – ଦୁର୍ଭାବନା ଦେଖାଦେଇପାରେ। ଶରୀର ସୁସ୍ଥ ରହିବ।
ଧନୁ – କ୍ରୋଧ ବୃଦ୍ଧି ହେବ। ଆୟ କମ ହୋଇପାରେ। ମନ ଆନ୍ଦୋଳିତ ହେବ।
ମକର – କାର୍ଯ୍ୟ ସଫଳ ଯୋଗ ରହିଛି। ଆୟ ଭଲ ହେବ। ବନ୍ଧୁ ସହଯୋଗ ମିଳିବ।
କୁମ୍ଭ – ପରିଶ୍ରମ ଅଧିକ ହେବ। ଆୟ ଠିକ ରହିବ। ସହଯୋଗ ମିଳିବ।
ମୀନ – କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ଆୟ ଠିକ ରହିବ। ଦିନଟି ଭଲରେ କଟିବାର ଯୋଗ ରହିଛି।

ମତାମତ ଦିଅନ୍ତୁ ।

Back to top button