ରାଶିଫଳ (ଶନିବାର)

ଫାଲଗୁନ (କୁମ୍ଭ) ୨୯ ଦିନ, ମାର୍ଚ୍ଚ ୧୩ ତାରିଖ – ୨୦୨୧
ମେଷ – ମାନସିକ ଉତ୍ସାହ ବୃଦ୍ଧି ଘଟିବ। ବନ୍ଧୁମାନେ ସହଯୋଗ କରିବେ। ଆୟ ଭଲ ହେବ।
ବୃଷ – କାର୍ଯ୍ୟସିଦ୍ଧି ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
ମିଥୁନ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ।
କର୍କଟ – ସୁଖହାନୀ ଘଟିପାରେ। ମନ ଅସନ୍ତୋଷ ରହିବ। ଶରୀର ସୁସ୍ଥ ରହିବ।
ସିଂହ – ମନ ପ୍ରସନ୍ନ ରହିବ। ପାରିବାରିକ ସହଯୋଗ ମିଳିବ। ନୂତନ କାର୍ଯ୍ୟ ହାତକୁ ନେଇପାରନ୍ତି।
କନ୍ୟା – କ୍ରୋଦ୍ଧ ବୃଦ୍ଧି ଘଟିବ। ଶତ୍ରୁ ଭୟ ଦେଖାଦେଇପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଦିନଟି କଟିବ। ପାରିବାରିକ ସହଯୋଗ ମିଳିବ। ମାନସିକ ଶାନ୍ତି ଉପଲବ୍ଧ ହେବ।
ବିଛା – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ଧନୁ – କାର୍ଯ୍ୟସିଦ୍ଧି ହେବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମକର – ଆଶାବାଦୀ ହେବେ। ଆୟ ଭଲ ହୋଇପାରେ। ବନ୍ଧୁ ସହଯୋଗ କରିବେ।
କୁମ୍ଭ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଉପଲବ୍ଧ ହେବ। ଦିନଟି ଉତ୍ତମ ଫଳ ଦାୟକ ହେବ।
ମୀନ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ମାତା କାଳୀଙ୍କର ଉପାସନା କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button