ରାଶିଫଳ (ଶନିବାର)

ଚୈତ୍ର (ମୀନ) ୭ ଦିନ, ମାର୍ଚ୍ଚ ୨୦ ତାରିଖ ୨୦୨୧
ମେଷ – ପରାଧୀନ ରହିବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପରିବାରି ସହଯୋଗ ମିଳିବ।
ବୃଷ – ସୁଖ ସମ୍ମାନ ପ୍ରାପ୍ତି ହେବ। ମନ ସନ୍ତୋଷ ରହିବ। ଆୟ ଭଲ ହୋଇପାରେ।
ମିଥୁନ – ଭ୍ରମଣ ସ୍ଥଗିତ ହୋଇପାରେ। ବନ୍ଧୁଙ୍କ ସହଯୋଗ ମିଳିବ। ମାନସିକ ଶାନ୍ତି ପ୍ରାପ୍ତି ହେବ।
କର୍କଟ – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ। କର୍ମ ତତ୍ପର ହୁଅନ୍ତୁ।
ସିଂହ – ସୁଖପ୍ରାପ୍ତି ହେବେ। ସମ୍ମାନିତ ହୋଇପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଗ ରହିଛି।
କନ୍ୟା – ସତସଙ୍ଗ ଲାଭ କରିବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ତୁଳା – ମାନସିକ ଅସନ୍ତୋଷ ଦେଖାଦେବ। ପାରିବାରିକ ସହଯୋଗ ମିଳିବ। ଆୟ କମ ହେବ।
ବିଛା – ବ୍ୟବସାୟରେ କ୍ଷତି ଘଟିପାରେ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ପ୍ରାଧାନ୍ୟତା ବୃଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।
ମକର – ନୀଚ୍ଚକର୍ମ କରିପାରନ୍ତି। ଭାବିଛିନ୍ତି କାର୍ଯ୍ୟ କରନ୍ତୁ। ତୁଲସୀ ବୃକ୍ଷର ମୂଳକୁ ବାହୁରେ ଧାରଣ କରନ୍ତୁ।
କୁମ୍ଭ – ମନ ଅସନ୍ତୋଷ ରହିବ। କଳିତକରାଳରେ ଭାଗ ନେଇ ପାରନ୍ତି। ଅସୁସ୍ଥତା ଦେଖାଦେଇ ପାରେ।
ମୀନ – ପ୍ରଭାବ ବୃଦ୍ଧି ଘଟିବ। ଶତ୍ରୁମାନେ ପରାଜିତ ହେବେ। ଦିନଟି ପ୍ରାୟ ଭଲରେ କଟିବ।

Leave a Reply

Your email address will not be published. Required fields are marked *

Back to top button