ରାଶିଫଳ (ଶନିବାର)

ଆଶ୍ଵିନ (କନ୍ୟା) ୩ ଦିନ ସେପ୍ଟମ୍ବର ୧୯ ତାରିଖ ୨୦୨୦
ମେଷ – ଦୁଃସାହସିକ କାର୍ଯ୍ୟ କରିବେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ବୃଷ – ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।
ମିଥୁନ – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଉଚ୍ଚ ଆଶା ପୋଷଣ କରିବେ। ସହଯୋଗ ମିଳିବ। ଆୟ ଭଲ ହେବ।
ସିଂହ – ପରିଶ୍ରମ ଅଧିକ ହେବ। ନୂତନ ବନ୍ଧୁ ସାହାଯ୍ୟ କରିପାରନ୍ତି। ମାନସିକ ଶାନ୍ତି ମିଳିବ।
କନ୍ୟା – ଉତ୍ସାହିତ ହେବେ। ପାରିବାରିକ ସହଯୋଗ ମିଳିବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
ତୁଳା – ପ୍ରତାରଣାର ଶିକାର ହୋଇପାରନ୍ତି। ସହଯୋଗ କମ ମିଳିବ। ଆୟ ସ୍ଥିର ରହିବ।
ବିଛା – ଠକାମିରେ ପଡି ପାରନ୍ତି। ଚିନ୍ତାକରି ନିଷ୍ପତ୍ତି ନିଅନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ଧନୁ – ଆୟ ଯୋଗ ରହିଛି। ଆୟ ଭଲ ହେବାର ଯୋଗ ରହିଛି। କର୍ମ ତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିପାରେ।
ମକର – ଦିନଟି କର୍ମଚଞ୍ଚଳ ଭିତରେ କଟିବ। ବନ୍ଧୁମାନେ ସହଯୋଗ କରିବେ। ଆୟ ଭଲ ହେବାର ସମ୍ଭାବନା ରହିଛି।
କୁମ୍ଭ – ଦ୍ରବ୍ୟହାନୀ ଘଟିବାର ଯୋଗ ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – କୁଭୋଜନ ପ୍ରାପ୍ତି ଯୋଗ ରହିଛି। ଶରୀର ସାମାନ୍ୟ ଅସୁସ୍ଥ ହୋଇପାରେ। ହନୁମାନ ଚାଳିଶ ପାଠ କରନ୍ତୁ ଲାଘବ ହେବ।

ମତାମତ ଦିଅନ୍ତୁ ।