ରାଶିଫଳ (ଶନିବାର)

କାର୍ତ୍ତିକ (ତୁଳା) ୮ ଦିନ ଅକ୍ଟୋବର ୨୪ ତାରିଖ ୨୦୨୦
ମେଷ – ସମ୍ମାନିତ ହେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ହେବ।
ବୃଷ – ଭକ୍ତିଭାବ ଜାଗ୍ରତ ହେବ। ସେବା ପୂଜା ପ୍ରତି ଆଗ୍ରହ ବଢିବ। ଶରୀର ସୁସ୍ଥ ରହିବ।
ମିଥୁନ – ସୁଖହାନୀ ଘଟିବାର ଯୋଗ ରହିଛି। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
କର୍କଟ – ପ୍ରିୟାପ୍ରୀତି ତୋଷଣ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଆୟ ସ୍ଥିର ରହିବ।
ସିଂହ – ଶତ୍ରୁ ବୃଦ୍ଧି ଘଟିବ। ମନ ଅସ୍ଥିର ରହିବ। ଆୟ ଠିକ ରହିବ।
କନ୍ୟା – ପରଚର୍ଚ୍ଚା କରିପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ଭଲ ହୋଇପାରେ।
ତୁଳା – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ବିଛା – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିପାରେ।
ଧନୁ – ଘୃଣାଭାବ ଜାଗ୍ରତ ହେବ। ମନ ଆନ୍ଦୋଳିତ ହୋଇପାରେ। ଆୟ କମ ହେବାର ସମ୍ଭାବନା ଅଛି।
ମକର – ସମ୍ମାନ ଲାଭ ହେବ। ସୁଖ ସନ୍ତୋଷରେ ଦିନଟି କଟିବାର ଯୋଗ ରହିଛି।
କୁମ୍ଭ – କାର୍ଯ୍ୟହାନୀ ଘଟିପାରେ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ।
ମୀନ – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।

ମତାମତ ଦିଅନ୍ତୁ ।