ରାଶିଫଳ (ଶନିବାର)

କାର୍ତ୍ତିକ (ତୁଳା) ୧୫ ଦିନ ଅକ୍ଟୋବର ୩୧ ତାରିଖ ୨୦୨୦
ମେଷ – ଶାରୀରିକ କଷ୍ଟ ଉପଲବ୍ଧ ହେବ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ବୃଷ – ବ୍ୟୟ ବୃଦ୍ଧି ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ଆୟ ଭଲ ହେବାର ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ।
କର୍କଟ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିପାରେ।
ସିଂହ – ପରୋପକର କରି ପାରନ୍ତି। ଶରୀର ସୁସ୍ଥ ରହିବ ଆୟ ଠିକ ରହିବ।
କନ୍ୟା – ଧନକ୍ଷୟ ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ତୁଳା – ସୌଜନ୍ୟତା ବୃଦ୍ଧି ହେବ। ମାନସିକ ଶାନ୍ତି ମିଳିବ। ଆୟ ସ୍ଥିର ରହିବ।
ବିଛା – କ୍ରୋଧ ଜାଗ୍ରତ ହୋଇପାରେ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।
ଧନୁ – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବ।
ମକର – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
କୁମ୍ଭ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।
ମୀନ – ପ୍ରତୀକ୍ଷା ଆପଣଙ୍କୁ କଷ୍ଟ ଦେଇପାରେ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବାର ସମ୍ଭାବନା ଅଛି।

ମତାମତ ଦିଅନ୍ତୁ ।