ରାଶିଫଳ (ଶନିବାର)

ଫାଲଗୁନ (କୁମ୍ଭ) ୨୨ ଦିନ, ମାର୍ଚ୍ଚ ୬ ତାରିଖ-୨୦୨୧
ମେଷ – ସୁଖହାନୀ ଘଟିବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ବୃଷ – ବନ୍ଧୁ ମିଳନ ଘଟିପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ।
ମିଥୁନ – ସହଯୋଗ ପ୍ରାପ୍ତିରେ ବାଧା ଉପୁଜିପାରେ। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
କର୍କଟ – ମାନହାନୀ ଘଟିପାରେ। ସତର୍କ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ସିଂହ – ପ୍ରତିରୋଧର ସାମ୍ନା କରିବେ। ମନ ଅସନ୍ତୋଷ ରହିବ। ଶରୀର ସୁସ୍ଥ ରହିବ।
କନ୍ୟା – ସମ୍ମାନ ଲାଭ ହେବ। ଆୟ ଭଲ ହୋଇପାରେ। ମାନସିକ ଶାନ୍ତି ମିଳିବ।
ତୁଳା – ପରାଶ୍ରିତ ହେବେ। ସହଯୋଗ ମିଳିବ। ଆୟ ଠିକ ରହିବ।
ବିଛା – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିପାରେ।
ଧନୁ – ପ୍ରତାରଣାର ସାମ୍ନା କରିବେ। ଅସହଯୋଗ ଦେଖାଦେବ। ମନ ଅସନ୍ତୋଷ ରହିବ।
ମକର – ଆୟ ବୃଦ୍ଧି ହେବ। ବନ୍ଧୁ ସହଯୋଗ କରିବେ। ମାନସିକ ଉଦବେଗ ଘଟିବ।
କୁମ୍ଭ – କର୍ମଚଞ୍ଚଳ ରହିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଦୂରଯାତ୍ରା କରିପାରନ୍ତି।
ମୀନ – ପରୋପକାରରେ ସାମୀ ବିତିବ। ଭାତୃ ସହଯୋଗ ମିଳିବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button