ରାଶିଫଳ (ସୋମବାର)

କାର୍ତ୍ତିକ (ତୁଳା) ୧୦ ଦିନ ଅକ୍ଟୋବର ୨୬ ତାରିଖ ୨୦୨୦
ମେଷ – ଦ୍ରବ୍ୟ ଲାଭ ହୋଇପାରେ। ଆୟ ଭଲ ହେବ। ଶରୀର ସୁସ୍ଥ ରହିବ।
ବୃଷ – କାର୍ଯ୍ୟ ସଫଳ ହେବ। ଆୟ ଠିକ ରହିବ। ସହଯୋଗ ମିଳିବ।
ମିଥୁନ – ଘାତଚନ୍ଦ୍ର ରହିଛି। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଧନକ୍ଷୟ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ସିଂହ – ସୁଖ ସନ୍ତୋଷ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
କନ୍ୟା – ଦୁଃସାହସିକ କାର୍ଯ୍ୟ କରିବେ। ସହଯୋଗ ମିଳିବ। ଆୟ ଠିକ ରହିବ।
ତୁଳା – ଅସହଯୋଗ ବୃଦ୍ଧି ହେବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବିଛା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ଧନୁ – ପରିଶ୍ରମ ଅଧିକ ହେବ। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ମକର – ପ୍ରତୀକ୍ଷା ଆପଣଙ୍କୁ କଷ୍ଟ ଦାୟକ ହେବ। ବନ୍ଧୁ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
କିମ୍ଭ – ସୁଖ ପ୍ରାପ୍ତି ହେବ। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ମୀନ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଶନିଦେବଙ୍କର ଉପାସନା କରନ୍ତୁ।

ମତାମତ ଦିଅନ୍ତୁ ।