ରାଶିଫଳ (ସୋମବାର)

ମାର୍ଗଶିର (ବିଛା) ୮ ଦିନ, ନଭେମ୍ବର ୨୩ ତାରିଖ ୨୦୨୦
ମେଷ – ସହଯୋଗ ମିଳିବ। ଆୟ ଭଲ ହୋଇପାରେ। ଶରୀର ସୁସ୍ଥ ରହିବ।
ବୃଷ – ଦ୍ରବ୍ୟ ଲାଭ ଯୋଗ ରହିଛି। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ମିଥୁନ – ଈଶ୍ଵରଙ୍କ ପ୍ରତି ନିଷ୍ଠା ବଢିବ। ମାନସିକ ଶାନ୍ତି ପ୍ରାପ୍ତି ହେବ। ଆୟ ଠିକ ରହିବ।
କର୍କଟ – ସୁଖହାନୀ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ସିଂହ – ପ୍ରିୟାପ୍ରୀତି ତୋଷଣ କରିପାରନ୍ତି। ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ।
କନ୍ୟା – ଦୁଃସାହସିକ କାର୍ଯ୍ୟ କରିବେ। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବ।
ତୁଳା – ପରାମର୍ଶ କରି କାର୍ଯ୍ୟ କରନ୍ତୁ। ଆୟ ସ୍ଥିର ରହିବାର ସମ୍ଭାବନା ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ବିଛା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ଧନୁ – ସୁଖ ଓ ସମ୍ମାନ ପ୍ରାପ୍ତି ହେବ। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମକର – ପରାଧୀନ ରହିବେ। ମନ ଆନ୍ଦୋଳିତ ହୋଇପାରେ। ଆୟ ସ୍ଥିର ରହିବାର ସମ୍ଭାବନା ରହିଛି।
ମୁମ୍ଭ – ସୁଖ ପ୍ରାପ୍ତି ହେବ। ସମ୍ମାନିତ ହୋଇପାରନ୍ତି। ଦିନଟି ଭଲରେ କଟିବାର ଯୋଗ ରହିଛି।
ମୀନ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।

ମତାମତ ଦିଅନ୍ତୁ ।