ରାଶିଫଳ (ସୋମବାର)

ଚୈତ୍ର (ମୀନ) ୧୬ ଦିନ, ମାର୍ଚ୍ଚ ୨୯ ତାରିଖ ୨୦୨୧
ମେଷ – କ୍ରୋଦ୍ଧ ବୃଦ୍ଧି ଘଟିବ। ମନ ଅସନ୍ତୋଷ ରହିବ। ସହଯୋଗ ପ୍ରାପ୍ତି ହେବ।
ବୃଷ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ହନୁମାନ ଚାଳିଶା ପଥ କରନ୍ତୁ।
ମିଥୁନ – ବିରୋଧରେ ସାମ୍ନା କରିବେ। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
କର୍କଟ – ପରିଶ୍ରମ ଅଧିକ ହେବ। ବନ୍ଧୁ ସହଯୋଗ କରିବେ। ମାନସିକ ଶାନ୍ତି ମିଳିବ।
ସିଂହ – ଆଶାବାଦୀ ହେବେ। ଆୟ ଠିକ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
କନ୍ୟା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ତୁଳା – ପଥରୋଧ ଘଟିବ। ମନ ଅସନ୍ତୋଷ ରହିବ। ଆୟ ଠିକ ହେବ।
ବିଛା – ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହେବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।
ଧନୁ – କାର୍ଯ୍ୟ ସଫଳ ହେବ। ସହଯୋଗ ଅବ୍ୟାହତ ରହିବ। ଶରୀର ସୁସ୍ଥ ରହିବ।
ମକର – ପରୋପକାରରେ ସମୟ କଟିବ। ପାରିବାରିକ ସହଯୋଗ ମିଳିବ। ମନ ସନ୍ତୋଷ ରହିବ।
କୁମ୍ଭ – ଦୁଃଖ ଓ କଷ୍ଟ ଅନୁଭୂତ ହେବ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ମାନସିକ ଆଶ୍ଵସ୍ତି ମିଳିବ। ଆୟ ଠିକ ରହିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button