ରାଶିଫଳ (ସୋମବାର)

ଚୈତ୍ର (ମୀନ) ୨୩ ଦିନ, ଏପ୍ରିଲ ୫ ତାରିଖ ୨୦୨୧
ମେଷ – ମନ ପ୍ରଫୁଲ୍ଲ ରହିବ। ସଦଭାବନା ବୃଦ୍ଧି ପାଇବ। ଶରୀର ସୁସ୍ଥ ରହିବ।
ବୃଷ – ସୁଖହାନୀ ଘଟିପାରେ। ମନ ଆନ୍ଦୋଳିତ ହେବ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ଜନସମ୍ପର୍କ ବଢିବ। ଆୟ ଠିକ ରହିବ। ପରବାରିକ ସହଯୋଗ ମିଳିବ।
କର୍କଟ – ଧୈର୍ଯ୍ୟହାନୀ ଘଟିପାରେ। ମନୋବଳ ଦୃଢ କରନ୍ତୁ। ଆଲୋଚନା କରି କାର୍ଯ୍ୟ କରନ୍ତୁ ସୁଫଳ ମିଳିବ।
ସିଂହ – ମାନସିକ ଅସନ୍ତୋଷ ଦେଖାଦେବ। ଆୟ ସ୍ଥିର ରହିବ। ସାମାନ୍ୟ ଅସୁସ୍ଥତା ଦେଖାଦେଇପାରେ।
କନ୍ୟା – ବାଦାନୁବାଦ ଭିତରେ ଦିନଟି କଟିବ। ପୁରାତନ ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟ ଠିକ ରହିବ।
ତୁଳା – କାର୍ଯ୍ୟରେ ବାଧା ଉପୁଜିପାରେ। ସୁଖଦୁଃଖ ଲାଗି ରହିବ। ପଡୋଶୀଙ୍କ ସହଯୋଗ ଅବ୍ୟାହତ ରହିବ।
ବିଛା – ଆଶାବାଦୀ ହେବେ। ଶରୀର ସୁସ୍ଥ ରହିବ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ।
ଧନୁ – ସମ୍ମାନିତ ହେବେ। ପରୋପକାର କରିପାରନ୍ତି। ବନ୍ଧୁ ସହଯୋଗ କରିବେ।
ମକର – ବ୍ୟୟ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ଧାନ ପ୍ରାପ୍ତି ଯୋଗ ରହିଛି। ମାନସିକ ଶାନ୍ତି ମିଳିବ। ମାତା-ପିତାଙ୍କ ଆର୍ଶୀବାଦ ପ୍ରାପ୍ତି ହେବ।
ମୀନ – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।

Leave a Reply

Your email address will not be published. Required fields are marked *

Back to top button