ରାଶିଫଳ (ସୋମବାର)

ଆଶ୍ଵିନ (କନ୍ୟା) ୫ ଦିନ ସେପ୍ଟେମ୍ବର ୨୧ ତାରିଖ ୨୦୨୦
ମେଷ – ଆନନ୍ଦ ଉତ୍ସବରେ ଦିନଟି କଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଆୟ ଭଲ ହେବ।
ବୃଷ – ଅହଂକାର ଭାବ ଜାଗ୍ରତ ହେବ। ସହଯୋଗ କମ ମିଳିବ। ଶରୀର ସୁସ୍ଥ ରହିବ।
ମିଥୁନ – ଚିନ୍ତାଗ୍ରସ୍ତ ହେବେ। ସହଯୋଗ କମ ମିଳିବ। ମନ ଆନ୍ଦୋଳିତ ହେବାର ସମ୍ଭାବନା ରହିଛି।
କର୍କଟ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ।
ସିଂହ – ଉତ୍ସାହିତ ହେବେ। ସହଯୋଗ ମିଳିବ। ଆୟ ଭଲ ହେବ।
କନ୍ୟା – ପରାଧୀନ ହୋଇ କାର୍ଯ୍ୟ କରିବେ। ସହଯୋଗ କମ ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ତୁଳା – ଉତ୍ସାହ ବଢିବ। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ବିଛା – ପଥରୋଧ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – କାର୍ଯ୍ୟରେ ବାଧା ଉପୁଜିପାରେ। ଆୟ ସାମାନ୍ୟ କମ ହେବ। ପାରିବାରିକ ସହଯୋଗ ମିଳିବ।
ମକର – ଆୟ ଭଲ ହେବାର ଯୋଗ ରହିଛି। ଶରୀର ସୁସ୍ଥ ରହିବ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିପାରନ୍ତି।
କୁମ୍ଭ – ଉଚ୍ଚ ସମ୍ପର୍କ ସୃଷ୍ଟି ହେବ। ଆୟ ଭଲ ହୋଇପାରେ। ବନ୍ଧୁମାନେ ସହଯୋଗ କରିବେ।
ମୀନ – ସୁଖହାନୀ ଘଟିବାର ଯୋଗ ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।

ମତାମତ ଦିଅନ୍ତୁ ।