ରାଶିଫଳ (ସୋମବାର)

ବୈଶାଖ (ମେଷ) ୬ ଦିନ, ଏପ୍ରିଲ ୧୯ ତାରିଖ ୨୦୨୧
ମେଷ – ସମ୍ମାନୀତ ହେବେ। ଆର୍ଥିକ ସ୍ଥିତି ଠିକ ରହିବ। ଦୂରଯାତ୍ରା କରିପାରନ୍ତି।
ବୃଷ – କାର୍ଯ୍ୟହାନୀ ଘଟିପାରେ। ମନ ଅସନ୍ତୋଷ ରହିବ। ବାଦବିବାଦ ଲାଗିରହିବ।
ମିଥୁନ – ସୁଖସନ୍ତୋଷ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ଦିନଟି ଉତ୍ତମ ଫଳଦାୟକ ହେବ।
କର୍କଟ – ଧନକ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ସିଂହ – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁମାନଙ୍କ ସହଯୋଗ ମିଳିବ।
କନ୍ୟା – ମନ ଆନ୍ଦୋଳିତ ହେବ। ବ୍ୟବସାୟରେ କମ ଲାଭ ହୋଇପାରେ। ସୁଖହାନୀ ଘଟିବାର ଯୋଗ ରହିଛି।
ତୁଳା – ପରୋପକାର କରିବେ। ମାନସିକ ଶାନ୍ତି ମିଳିବ। ସହଯୋଗ ପ୍ରାପ୍ତି ହେବ।
ବିଛା – ଦୁଃଖକଷ୍ଟ ଭିତରେ ଦିନଟି କଟିବ। ସହଯୋଗୀମାନେ ପ୍ରତାରଣା କରିପାରନ୍ତି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ଧନୁ – ସମ୍ମାନ ପ୍ରାପ୍ତି ହେବ। ଆୟ ଠିକ ରହିବ। ଦିନଟି ସୁଖରେ କଟିପାରେ।
ମକର – ସାହାଯ୍ୟ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ଦୂରଯାତ୍ରା କରିବାର ଯୋଗ ରହିଛି।
କୁମ୍ଭ – ପରଚର୍ଚ୍ଚା କରିପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ସୁଖାଦ୍ୟ ଭୋଜନ ମିଳିପାରେ।
ମୀନ – ଧୃତ୍ୟହାନୀ ଘଟିପାରେ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।

Leave a Reply

Your email address will not be published. Required fields are marked *

Back to top button