ରାଶିଫଳ (ସୋମବାର)

ବୈଶାଖ (ମେଷ) ୧୩ ଦିନ, ଏପ୍ରିଲ ୨୬ ତାରିଖ ୨୦୨୧
ମେଷ – ମନ ଆତଙ୍କିତ ହେବ। ଶତ୍ରୁ ବୃଦ୍ଧି ଘଟିପାରେ। ବ୍ୟବସାୟରେ ମାନ୍ଦାଭାବ ସୃଷ୍ଟି ହେବ।
ବୃଷ – ମନ ଆନ୍ଦୋଳିତ ହେବ। ଆୟ କମ ହୋଇପାରେ। ସୁଖହାନୀ ଯୋଗ ରହିଛି।
ମିଥୁନ – କଳହ ଯୋଗ ରହିଛି। ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
କର୍କଟ – ଆୟ ଭଲ ହୋଇପାରେ। ମନ ପ୍ରଫୁଲ୍ଲ ରହିବ। ଦିନଟି ସୁଖରେ କଟିବାର ଯୋଗ ରହିଛି।
ସିଂହ – ବିନ୍ଧୁ ଦର୍ଶନ ହୋଇପାରେ। ପ୍ରଶଂସିତ ହେବେ। ଉଚ୍ଚ ସମ୍ମାନ ପ୍ରାପ୍ତି ହେବ।
କନ୍ୟା – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ଶରୀର ସୁସ୍ଥ ରହିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ତୁଳା – ମନ ଅସନ୍ତୋଷ ରହିବ। କାର୍ଯ୍ୟହାନୀ ଘଟିପାରେ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ବିଛା – ଦ୍ରବ୍ୟଲାଭ ଯୋଗ ରହିଛି। ଆୟ ଠିକ ରହିବ। କାର୍ଯ୍ୟ ସଫଳ ହେବ।
ଧନୁ – ପରିଶ୍ରମ ଅଧିକ ହେବ। ପଡୋଶୀ ସହଯୋଗ କରିବେ। ଶରୀର ସୁସ୍ଥ ରହିବ।
ମକର – ସେବା ପୂଜା ପ୍ରତି ଆଗ୍ରହ ବଢିବ। ପରୋପକାର କରିପାରନ୍ତି। ମାନସିକ ଶାନ୍ତି ମିଳିବ।
କୁମ୍ଭ – ଧନକ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମୀନ – ମିତ୍ରଲାଭ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଆୟ ଠିକ ରହିବ।

Leave a Reply

Your email address will not be published. Required fields are marked *

Back to top button