ରାଶିଫଳ (ସୋମବାର)

ବୈଶାଖ (ମେଷ) ୨୦ ଦିନ, ମଇ ୩ ତାରିଖ ୨୦୨୧
ମେଷ – ଦିନଟି ସାରା କର୍ମ ଚଞ୍ଚଳ ରହିବେ। ବ୍ୟବସାୟରେ ଲାଭବାନ ହେବେ। ଦିନଟି ମଧ୍ୟମ ଫଳ ଦାୟକ ହେବ।
ବୃଷ – କର୍ମ କ୍ଷେତ୍ରରେ ସହଯୋଗ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମିଥୁନ – ସୁଖହାନୀ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କର୍କଟ – କୌଶଳରେ କାର୍ଯ୍ୟ ହାସଲ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଆୟ ଠିକ ରହିବ।
ସିଂହ – ଶତ୍ରୁ ବୃଦ୍ଧି ଘଟିବାର ଯୋଗ ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ମାନସିକ ଆଶ୍ଵସ୍ତି ମିଳିବ। ପଡୋଶୀ ସହଯୋଗ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ତୁଳା – ଶତୃମାନେ ଭୟଭୀତ କରାଇ ପାରନ୍ତି। ମନୋବଳ ଦୃଢ କରନ୍ତୁ । ହନୁମାନ ଚାଳିଶା ପଥ କରନ୍ତୁ।
ବିଛା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଜଗନ୍ନାଥଙ୍କ ନାମ ଜପ କରନ୍ତୁ।
ଧନୁ – ମନ ଆକୁଳିତ ହେବ। ଆୟ ଠିକ ରହିବ। ସହଯୋଗ କମ ମିଳିବ।
ମକର – ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ। ମନୋବଳ ଦୃଢ ରହିବ। ଦିନଟି ଭଲରେ କଟିପାରେ।
କୁମ୍ଭ – ପଥରୋଧ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମୀନ – ଆୟ ଭଲ ହେବ। ମନ ପ୍ରସନ୍ନ ରହିବ। ଦିନଟି ମଧ୍ୟମ ଫଳ ଦାୟକ ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button