ରାଶିଫଳ (ସୋମବାର)

କାର୍ତ୍ତିକ (ତୁଳା) ୩ ଦିନ ଅକ୍ଟୋବର ୧୯ ତାରିଖ ୨୦୨୦
ମେଷ – କୁଭୋଜନ ପ୍ରାପ୍ତି ଯୋଗ ରହିଛି। ସହଯୋଗ କମ ମିଳିବ। ମନ ଆନ୍ଦୋଳିତ ହୋଇପାରେ।
ବୃଷ – ଶାରୀରିକ କଷ୍ଟ ଅନୁଭବ କରିବେ। ପାରିବାରିକ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ମିଥୁନ – ଶତ୍ରୁହାନୀ ଘଟିବ। ମାନସିକ ଶାନ୍ତି ଅନୁଭବ କରିବେ। ଆୟ ଠିକ ରହିବ।
କର୍କଟ – ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ସିଂହ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
କନ୍ୟା – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ବନ୍ଧୁ ସହଯୋଗ କରିବେ।
ତୁଳା – ମନ ଆକୁଳିତ ହେବ। ପାରିବାରିକ ସହଯୋଗ ମିଳିବ। ଆୟ କମ ହେବାର ସମ୍ଭାବନା ଅଛି।
ବିଛା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଭଲରେ କଟିପାରେ।
ଧନୁ – ପଥରୋଧ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ମନ ପ୍ରସନ୍ନ ରହିବ। ଆୟ ଭଲ ହେବ। ସହଯୋଗ ମିଳିବ।
କୁମ୍ଭ – ପରିଶ୍ରମ ଅଧିକ ହୋଇପାରେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମୀନ – ସାହାଯ୍ୟ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ଦିନଟି ମାଧ୍ୟମ ଫଳ ଦାୟକ ହେବାର ସମ୍ଭାବନା ଅଛି।

ମତାମତ ଦିଅନ୍ତୁ ।