ରାଶିଫଳ (ଶୁକ୍ରବାର)

କାର୍ତ୍ତିକ (ତୁଳା) ୨୮ ଦିନ ନଭେମ୍ବର ୧୩ ତାରିଖ ୨୦୨୦
ମେଷ – ସୁଖ ସନ୍ତୋଷ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ବୃଷ – କ୍ରୋଧ ବୃଦ୍ଧି ଘଟିବ। ମନ ଆନ୍ଦୋଳିତ ହୋଇପାରେ। ବନ୍ଧୁ ସହଯୋଗ ମିଳିବ।
ମିଥୁନ – ମାନହାନୀ ଘଟିବାର ଯୋଗ ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ହନୁମାନ ଚାଳିଶା ପଥ କରନ୍ତୁ।
ସିଂହ – ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ଦିନଟି ଉତ୍ତମ ଫ୍ଲାଳ ଦାୟକ ହୋଇପାରେ।
କନ୍ୟା – କାର୍ଯ୍ୟରେ ବିଘ୍ନ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ତୁଳା -ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ବିଛା – ବ୍ୟୟ ବୃଦ୍ଧି ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ଧନପ୍ରାପ୍ତି ହୋଇପାରେ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ମକର – କର୍ମଚଞ୍ଚଳ ରହିବେ। ସହଯୋଗ ମିଳିବ। ଆୟ ଠିକ ରହିବ।
କିମ୍ଭ – ସେବାପୂଜା ପ୍ରତି ଆଗ୍ରହ ବଢିବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ମୀନ – ଶାରୀରିକ ପୀଡା ଦେଖାଦେଇପାରେ। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।

ମତାମତ ଦିଅନ୍ତୁ ।