ରାଶିଫଳ

ରାଶିଫଳ (ଶୁକ୍ରବାର)

ପୌଷ (ଧନୁ) ୧୭ ଦିନ, ଜାନୁଆରୀ ୧ ତାରିଖ ୨୦୨୧
ମେଷ- ପ୍ରତିରୋଧର ସାମ୍ନା କରିବେ। ମନ ପ୍ରଫୁଲ୍ଲ ରହିବ। ଆୟ ଠିକ ରହିବ।
ବୃଷ – ସାଙ୍ଗଠନିକ କାର୍ଯ୍ୟରେ ଯୋଗଦେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ମିଥୁନ – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ନୂତନ ଯୋଜନା ହାତକୁ ନେଇପାରନ୍ତି।
କର୍କଟ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହେବ।
ସିଂହ – ପ୍ରତାରଣା ପାଇଁ ଦୁଃଖ ପ୍ରକାଶ କରି ପାରନ୍ତି। ମନ ଆନ୍ଦୋଳିତ ହେବ। ପାରିବାରିକ ସହଯୋଗ ମିଳିବ।
କନ୍ୟା – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତୁ।
ତୁଳା – ଆଜି ଆପଣ କର୍ମ ଚଞ୍ଚଳ ରହିବେ। ମାନସିକ ଶାନ୍ତି ମିଳିବ।
ବିଛା – ପରପୋକାରରେ ସମୟ ବିତିବ। ବନ୍ଧୁ ଦର୍ଶନ ହେବ। ମଷ୍ଠାନ୍ନ ପ୍ରାପ୍ତି ହୋଇପାରେ।
ଧନୁ – ଶାରୀରିକ ପୀଡା ଦେଖାଦେବ। ମନ ଅସନ୍ତୋଷ ରହିବ। ସୁସମ୍ବାଦ ପାଇପାରନ୍ତି।
ମକର – ସୁଖସଂଭୋଗ ପ୍ରାପ୍ତି ହେବ। ଦିନଟି ମାଧ୍ୟମ ଫଳଦାୟକ ହୋଇପାରେ।
କୁମ୍ଭ – ମନ ଉଦବେଗ ରହିବ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମୀନ – ଚିନ୍ତାଗ୍ରସ୍ତ ରହିବେ। ଶରୀର ସୁସ୍ଥ ରହିବ। ନୂତନ ବନ୍ଧୁ ସହଯୋଗ କରିବେ।

ମତାମତ ଦିଅନ୍ତୁ ।

Back to top button