ରାଶିଫଳ

ରାଶିଫଳ (ଶୁକ୍ରବାର)

ମାଘ (ମକର) ୨ ଦିନ, ଜାନୁଆରୀ ୧୫ ତାରିଖ ୨୦୨୧
ମେଷ – କର୍ମ ଚଞ୍ଚଳ ରହିବେ। ଆୟ ଭଲ ହେବ। ପାରିବାରିକ ସହଯୋଗ ମିଳିବ।
ବୃଷ – ଜଣ ସମ୍ପର୍କ ବୃଦ୍ଧି ହେବ। ବନ୍ଧୁମାନେ ସହଯୋଗ କରିବେ। ଶରୀର ସୁସ୍ଥ ରହିବ।
ମିଥୁନ – ରୋଗ ଶୋକ ଦେଖା ଦେଇପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ମାନସିକ ଶାନ୍ତି ମିଳିବ। ଆୟ ଭଲ ହୋଇପାରେ।
ସିଂହ – ମନୋବଳ ଦୃଢ ରହିବ। ଶତ୍ରୁ ପରାଜିତ ହେବେ। ପାରିବାରିକ ସହଯୋଗ ମିଳିବ।
କନ୍ୟା – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିବେ। ମାନସିକ ଶାନ୍ତି ମିଳିବ। ଦିନଟି ଭଲରେ କଟିପାରେ।
ତୁଳା – କାର୍ଯ୍ୟରେ ବାଧା ଉପୁଜିପାରେ। ମନ ଅସନ୍ତୋଷ ରହିବ। ଆୟ ସ୍ଥିର ରହିବ।
ବିଛା – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ଧନୁ – ପ୍ରତୀକ୍ଷାର ଶିକାର ହେବେ। ମନ ଅସନ୍ତୋଷ ରହିବ। ପାରିବାରିକ ସହଯୋଗ ମିଳିବ।
ମକର – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
କୁମ୍ଭ – କାର୍ଯ୍ୟହାନୀ ଘଟିପାରେ। ସତର୍କ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ମୀନ – ଧାନପ୍ରାପ୍ତି ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ।

ମତାମତ ଦିଅନ୍ତୁ ।

Back to top button