ରାଶିଫଳ (ଶୁକ୍ରବାର)

ଫାଲଗୁନ (କୁମ୍ଭ) ୨୮ ଦିନ, ମାର୍ଚ୍ଚ ୧୨ ତାରିଖ – ୨୦୨୧
ମେଷ – ଦ୍ରବ୍ୟଲାଭ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହେବ।
ବୃଷ – କାର୍ଯ୍ୟ ସଫଳ ହେବ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ମିଥୁନ – ସେବାପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଅସନ୍ତୋଷ ଦେଖାଦେଇପାରେ। ଆୟ କମ ହେବ।
କର୍କଟ – ଶାରୀରିକ ପୀଡା ଦେଖାଦେଇପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ସିଂହ – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କନ୍ୟା – ଠକାମିର ଶିକାର ହୋଇପାରନ୍ତି। ଆୟ ସ୍ଥିର ରହିବ। ବନ୍ଧୁ ସହଯୋଗ ମିଳିବ।
ତୁଳା – ଚିନ୍ତାଗ୍ରସ୍ତ ରହିବେ। ଶରୀର ସୁସ୍ଥ ରହିବ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ।
ବିଛା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ହନୁମାନ ଚାଳିଶ ପାଠ କରନ୍ତୁ।
ଧନୁ – ସମ୍ମାନିତ ହେବେ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମକର – ଅସୁସ୍ଥତା ଅନୁଭବ କରିବେ। ମନ ଆନ୍ଦୋଳିତ ହେବ। ସହଯୋଗ ମିଳିବ।
କୁମ୍ଭ – କୌଣସି ଶୁଭ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ସୁଖାଦ୍ୟ ଭୋଜନ ମିଳିପାରେ।
ମୀନ – ଘାତଚନ୍ଦ୍ର ରହିଛି। ବନ୍ଧନ ଭୟ ଦେଖାଦେଇପାରେ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।

Leave a Reply

Your email address will not be published. Required fields are marked *

Back to top button