ରାଶିଫଳ (ଶୁକ୍ରବାର)

ଆଶ୍ଵିନ (କନ୍ୟା) ୨୩ ଦିନ ଅକ୍ଟୋବର ୯ ତାରିଖ ୨୦୨୦
ମେଷ – ଶାରୀରିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବ।
ବୃଷ – ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଆୟ ଭଲ ହେବାର ସମ୍ଭାବନା ଅଛି।
ମିଥୁନ – ମାନହାନୀ ଘଟିପାରେ। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
କର୍କଟ – କ୍ରୋଦ୍ଧ ବୃଦ୍ଧି ହୋଇପାରେ। ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଶାରୀରିକ ପିଡାର ସମ୍ଭାବନା ରହିଛି।
ସିଂହ – ସମ୍ମାନ ପ୍ରାପ୍ତି ହୋଇପାରେ। ଶରୀର ସୁସ୍ଥ ରହିବ। ପାରିବାରିକ ସହଯୋଗ ମିଳିବ।
କନ୍ୟା – କଳହ ଯୋଗ ରହିଛି। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଶତ୍ରୁ ବୃଦ୍ଧି ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ବିଛା – ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବ।
ଧନୁ – ସୁଖପ୍ରାପ୍ତି ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମକର – ଇର୍ଷାଭାବ ଦେଖାଦେଇ ପାରେ। ଆୟ ଭଲ ହେବାର ସମ୍ଭାବନା ଅଛି।
କୁମ୍ଭ – ମାନସିକ ଅଶାନ୍ତି ଦେଖାଦେଇ ପାରେ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କୌଣସି ମହାନ ବ୍ୟକ୍ତିଙ୍କର ସାହାଯ୍ୟ ପ୍ରାପ୍ତି ହେବ।
ମୀନ – ସୁଖ ସମ୍ମାନ ପ୍ରାପ୍ତି ହୋଇପାରେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।

ମତାମତ ଦିଅନ୍ତୁ ।