ରାଶିଫଳ (ଶୁକ୍ରବାର)

ବୈଶାଖ (ମେଷ) ୧୦ ଦିନ, ଏପ୍ରିଲ ୨୩ ତାରିଖ ୨୦୨୧
ମେଷ – ମାନହାନୀ ଘଟିପାରେ। ମନ ଅସନ୍ତୋଷ ରହିବ। ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେବ।
ବୃଷ – ସହଯୋଗ କମ ମିଳିବ। ପ୍ରତିରୋଧର ସାମନା କରିବେ। ଆୟ ସ୍ଥିର ରହିବ।
ମିଥିନ – ଉଚ୍ଚଆଶା ପୋଷଣ କରିବେ। ସହଯୋଗ ଅବ୍ୟାହତ ରହିବ। ଶରୀର ସୁସ୍ଥ ରହିବ।
କର୍କଟ – ନୀରବ ଭାବ ପ୍ରଦର୍ଶନ କରିବେ। ଭୃତ୍ୟଦ୍ଵାରା ଉପକୃତ ହୋଇପାରନ୍ତି। ଦିନଟି ଭଲରେ କଟିବାର ଯୋଗ ରହିଛି।
ସିଂହ – ସେବାପୂଜା ପ୍ରତି ଆଗ୍ରହୀ ହେବେ। ଗୁରୁଜନଙ୍କ ଆର୍ଶୀବାଦ ପ୍ରାପ୍ତି ହେବ। ମାନସିକ ଶାନ୍ତି ମିଳିବ।
କନ୍ୟା – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ତୁଳା – ଆୟ ଭଲ ହେବ। ମନ ପ୍ରଫୁଲ୍ଲ ରହିବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।
ବିଛା – ପରିଶ୍ରମ ଅଧିକ ହୋଇପାରେ। ବନ୍ଧୁ ସହଯୋଗ କରିବେ। କାର୍ଯ୍ୟ ସଫଳ ହେବ।
ଧନୁ – ସମ୍ମାନ ଲାଭହେବ। ଆୟ ଠିକ ରହିବ। ମାନସିକ ଶାନ୍ତି ମିଳିବ।
ମକର – ଘାତଚନ୍ଦ୍ର ରହିଛି। କାର୍ଯ୍ୟକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ଶନିଦେନଙ୍କର ଉପାସନା କରନ୍ତୁ।
କୁମ୍ଭ – ମିତ୍ରଲାଭ ହେବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ।
ମୀନ – ଶତ୍ରୁ ବୃଦ୍ଧି ଘଟିବ। ମନ ଆନ୍ଦୋଳିତ ହେବ। ପଡୋଶୀଙ୍କ ଦ୍ଵାରା ପ୍ରତାରିତ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *

Back to top button