ରାଶିଫଳ (ଶୁକ୍ରବାର)

ବୈଶାଖ (ମେଷ) ୧୭ ଦିନ, ୩୦ ତାରିଖ ୨୦୨୧
ମେଷ – ଶାରୀରିକ ପୀଡା ଦେଖାଦେବ। ମନ ଆନ୍ଦୋଳିତ ହୋଇପାରେ। ଆୟ ଠିକ ରହିବାର ସମ୍ଭାବନା ଅଛି।
ବୃଷ – ସୁଖ ସମ୍ମାନ ପ୍ରାପ୍ତି ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଠିକ ରହିବ।
ମିଥୁନ – ନୀରବ ଭାବ ପ୍ରଦର୍ଶନ କରିବେ। ବ୍ୟବସାୟ ଠିକ ରହିବ। ଶରୀର ସୁସ୍ଥ ରହିବ।
କର୍କଟ – ଚିନ୍ତାକରି କାର୍ଯ୍ୟ କରନ୍ତୁ। ସଫଳତା ପ୍ରାପ୍ତି ହେବ। ବନ୍ଧୁଙ୍କ ସହଯୋଗ ମିଳିବ।
ସିଂହ – ଅହଂକାର ବୃଦ୍ଧି ହେବ। ସମାଲୋଚିତ ହୋଇପାରନ୍ତି। ଆୟ ସ୍ଥିର ରହିବ।
କନ୍ୟା – କାର୍ଯ୍ୟ ସଫଳ ହେବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ତୁଳା – ବିଶ୍ରାମ ଅଧିକ ହେବ। ଶରୀର ସୁସ୍ଥ ରହିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବିଛା – ମାନସିକ ଶାନ୍ତି ମିଳିବ। ଆୟ ଭଲ ହେବ। ଦିନଟି ସୁଖରେ କଟିବାର ଯୋଗ ରହିଛି।
ଧନୁ – ଆବଦ୍ଧ ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମକର – ଧନପ୍ରାପ୍ତି ହୋଇପାରେ। ଦୁରଯାତ୍ରା କରିପାରନ୍ତି। ଦ୍ରବ୍ୟଲାଭ ଯୋଗ ରହିଛି।
କୁମ୍ଭ – ଆୟ ଅଧ୍ୟମ ହେବ। କାର୍ଯ୍ୟସିଦ୍ଧି ଯୋଗ ରହିଛି। ଦିନଟି ପ୍ରାୟ ଭଲରେ କଟିବ।
ମୀନ – କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ। ମନରେ ଆଶ୍ଵସ୍ତି ଭାବ ଜାଗ୍ରତ ହେବ।

Leave a Reply

Your email address will not be published. Required fields are marked *

Back to top button