ରାଶିଫଳ (ଶୁକ୍ରବାର)

କାର୍ତ୍ତିକ (ତୁଳା) ୨୧ ଦିନ ନଭେମ୍ବର ୬ ତାରିଖ ୨୦୨୦
ମେଷ – ସମ୍ମାନିତ ହେବେ। ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ।
ବୃଷ – ପରିଶ୍ରମ ଅଧିକ ହେବ। ଆୟ ଠିକ ରହିବ। ସହଯୋଗ ମିଳିବ।
ମିଥୁନ – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – କାର୍ଯ୍ୟ ସଫଳ ହେବ। ମାନସିକ ଶାନ୍ତି ମିଳିବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
ସିଂହ – ଲୋକ ସମ୍ପର୍କ ବୃଦ୍ଧି ଘଟିବ। ବନ୍ଧୁ ସହଯୋଗ କରିବେ। ଆୟ ଭଲ ହେବାର ସମ୍ଭାବନା ଅଛି।
କନ୍ୟା – କାର୍ଯ୍ୟହାନୀ ଘଟିପାରେ। ଶରୀର ସୁସ୍ଥ ରହିବ। ମନ ଆନ୍ଦୋଳିତ ହେବ।
ତୁଳା – ଭ୍ରମଣ ଯୋଗ ରହିଛି। ନୂତନ ବନ୍ଧୁ ସହଯୋଗ କରିବେ। ଆୟ ସ୍ଥିର ରହିବାର ସମ୍ଭାବନା ଅଛି।
ବିଛା – ଅସନ୍ତୋଷ ବୃଦ୍ଧି ହୋଇପାରେ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ସୁଖ ସଂଭୋଗ ପ୍ରାପ୍ତି ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ମକର – ଚିନ୍ତାଗ୍ରସ୍ତ ହେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
କୁମ୍ଭ – ଧୈର୍ଯ୍ୟହାନୀ ଘଟିବ। ପାରିବାରିକ ସାହାଯୋଗ ମିଳିବ। ମନ ଆନ୍ଦୋଳିତ ହେବ।
ମୀନ – ଚିନ୍ତା ବୃଦ୍ଧି ଘଟିବ। ଆୟ ଠିକ ରହିବ। ସହଯୋଗ ମିଳିବ।

ମତାମତ ଦିଅନ୍ତୁ ।