ରାଶିଫଳ (ଶୁକ୍ରବାର)

ଫାଲଗୁନ (କୁମ୍ଭ) ୨୧ ଦିନ, ମାର୍ଚ୍ଚ ୫ ତାରିଖ-୨୦୨୧
ମେଷ – ଆନନ୍ଦ ଉତ୍ସବରେ ଦିନଟି କଟିବ। ବନ୍ଧୁମାନେ ସହଯୋଗ କରିବେ। ମାନସିକ ଶାନ୍ତି ମିଳିବ।
ବୃଷ – ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆଶକ୍ତି ବୃଦ୍ଧି ଘଟିବ। ଆୟ ଠିକ ରହିବ।
ମିଥୁନ – ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ଶରୀର ସୁସ୍ଥ ରହିବ। ପାରିବାରିକ ସହଯୋଗ ମିଳିବ।
କର୍କଟ – ବାଦ ବିବାଦ ଭିତରେ ଦିନଟି କଟିବ। କାର୍ଯ୍ୟରେ ବାଧା ଉପୁଜିପାରେ। ମାନସିକ ଅସନ୍ତୋଷ ଦେଖାଦେବ।
ସିଂହ – ଦୃଢ ସଂକଲ୍ପ ନେଇ କାର୍ଯ୍ୟ କରିବେ। ସଫଳତା ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ।
କନ୍ୟା – ପରାଧୀନ ରହିବେ। ମନ ଆନ୍ଦୋଳିତ ହେବ। ଶରୀର ସୁସ୍ଥ ରହିବ।
ତୁଳା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ବିଛା – ପଥରୋଧ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ଧନୁ – ସର୍ବସୁଖ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମକର – ସମ୍ମାନିତ ହେବେ। ବନ୍ଧୁ ଦର୍ଶନ ହୋଇପାରେ। ଆୟ ଠିକ ରହିବ।
କୁମ୍ଭ – ପରୋପକାର କରିବେ। ମାନସିକ ଶାନ୍ତି ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମୀନ – ସୁଖହାନୀ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।

Leave a Reply

Your email address will not be published. Required fields are marked *

Back to top button