ରାସ୍ତାରେ ସ୍କର୍ପିଓକୁ ପୋଡ଼ିଦେଲେ

ରାଉରକେଲା : ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡ଼ରେ ଆଜି ଭୋରୁ ଉତ୍ତେଜନା ପ୍ରକାଶ ପାଇବା ପରେ କିଛି ଲୋକ ଏକ ସ୍କରପିଓ ଗାଡ଼ିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଗାଡ଼ିରେ ଜଣେ ମହିଳାଙ୍କ ସମେତ ତିନିଜଣ ଥିଲେ। ୧୦ରୁ ୧୨ ଜଣ ଯୁବକ ବାଇକରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ମତାମତ ଦିଅନ୍ତୁ ।