ରାୟଗଡା ଗୁମ୍ମା ଘାଟିରେ ବସ ଓଲଟି ୪ ଗୁରୁତର

ଭୁବନେଶ୍ଵର : ରାୟଗଡ଼ା ଜିଲ୍ଲା ୩୨୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଗୁମ୍ମା ଘାଟିରେ ବସ ଓଲଟି ୪ ଜଣ ପ୍ରବାସୀ ଶ୍ରମିକ ଗୁରୁତର ହୋଇଛନ୍ତି। ଥିବା ଜଣାପଡିଛି । ଏହି ଶ୍ରମିକମାନେ ବୌଦ୍ଧ ଓ ବଲାଙ୍ଗୀରରୁ ତାମିଲନାଡୁ ଯାଉଥିଲେ। ସେମାନେ ଲକଡାଉନ ସମୟରେ ଓଡ଼ିଶାକୁ ପଳାଇଆସିଥିଲେ। ଏବେ କଟକଣା କୋହଳ ହେବାରୁ କର୍ମସ୍ଥଳୀକୁ ଫେରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।