ରାୟଗଡ଼ା : ହୋଟେଲ କାନ୍ଥ ଭୁଶୁଡ଼ି ୨ ଗୁରୁତର

ରାୟଗଡ଼ା : ରାୟଗଡ଼ା ସହରରେ ଗତକାଲି ବିଳମ୍ବିତ ରାତିରେ ଅଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁ ଆଇସିଆଇସିଆଇ ବ୍ୟାଙ୍କ ନିକଟ ମହାଲକ୍ଷ୍ମୀ ହୋଟେଲ କାନ୍ଥ ଭୁଶୁଡ଼ି ପଡିବାରୁ ମାଲିକ ବିରଞ୍ଚି ନାରାୟଣ ସାହୁ ଓ କର୍ମଚାରୀ ଜୟ ସାହୁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।