ରିଲିଜ୍ ହେଲା ‘ରାଧେ : ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର୍

ମୁମ୍ବାଇ : ଇଦ୍ ଅବସରରେ ଫ୍ୟାନ୍ସମାନଙ୍କୁ ସଲମାନ ଖାନଙ୍କ ଉପହାର। ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର ରିଲିଜ୍ ହୋଇଛି।

ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ଏଥିରେ ସଲମାନ ଖାନଙ୍କ ସହ ଅଛନ୍ତି ଅଭିନେତ୍ରୀ ଦିଶା ପାଟନି। ଜ୍ୟାକି ଶ୍ରଫ୍ ଓ ରଣଦୀପ ହୁଡା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କରୋନା ପାଇଁ ଅଧିକାଂଶ ସ୍ଥାନରେ ସିନେମା ହଲ୍ ବନ୍ଦ ରହିଛି। ତେଣୁ ଆସନ୍ତା ମେ ମାସରେ ଏହି ଫିଲ୍ମ ସିନେମାହଲ ସହିତ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ।

Leave a Reply

Your email address will not be published. Required fields are marked *

Back to top button