ଋଷିଆ ଟିକା ସ୍ପୁଟନିକ-ଭି ଭାରତରେ ପହଁଚିଲା

ନୂଆଦିଲ୍ଲୀ : ଋଷିଆ ନିର୍ମିତ କରୋନା ଟିକା ସ୍ପୁଟନିକ-ଭିର ପ୍ରଥମ ସ୍ଲଟ ଆଜି ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଟିକା ଆସିବ। ସ୍ପୁଟନିକ୍-ଭି ମିଳିବା ପରେ ଭାରତରେ ଟିକାକରଣ ଆହୁରି ଦ୍ରୁତ ଗତିରେ ଚାଲିବ। ସ୍ପୁଟନିକ-ଭି ଟିକାକୁ ଗାମାଲାୟା ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଆଣ୍ଡ ମାଇକ୍ରୋବିଓଲୋଜି ଦ୍ୱାରା ବିକଶିତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button