ସାଲେପୁର ବିଧାୟକଙ୍କ ରିପୋର୍ଟ ନେଗେଟିଭ

ସାଲେପୁର : କରୋନାରେ ଆକ୍ରାନ୍ତ ହୋଇଥିବା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ୍ ଆସିଛି। ଏବେ ସେ ସଂପୂର୍ଣ୍ଣ ସୁସ୍ଥ। ସୂଚନାଯୋଗ୍ୟ ନୀଳଗିରି ବିଧାୟକଙ୍କ ପରେ ଜୁଲାଇ ୮ ତାରିଖରେ କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କ ପିଏସଓ ଡ୍ରାଇଭର୍  ମଧ୍ୟ ଆକ୍ରାନ୍ତ ହୋଇଥିଲେ।

ମତାମତ ଦିଅନ୍ତୁ ।