Breaking Newsରାଜ୍ୟ

ସମ୍ବଲପୁର ଆଇଆଇଏମ୍‌ ୧୯ ପର୍ଯ୍ୟନ୍ତ ସଟଡାଉନ୍‌

ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜେମେଣ୍ଟକୁ ଆଜି ସଟଡାଉନ୍‌ ଘୋଷଣା କରାଯାଇଛି। ଏହି କଟକଣା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସଟ୍‌ଡାଉନ୍‌ ସମୟରେ ଆଇଆଇଏମ୍‌ ସମସ୍ତ କର୍ମଚାରୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଘରେ ରହି କାମ କରିବା ବେଳେ ସେମାନଙ୍କୁ ଫୋନ୍‌ ଓ ଇମେଲ ଜରିଆରେ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସୂଚନା ଦିଆଯିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button