ସମ୍ବଲପୁରରେ ସେକ୍ସ ରାକେଟ୍ : ୩ ଗ୍ରାହକ ଅଟକ, ୨ ଯୁବତୀ ଉଦ୍ଧାର

0

ସମ୍ବଲପୁର : ଧନୁପାଲି ପୋଲିସ ସମ୍ବଲପୁର ସାକ୍ଷୀପଡା ନ୍ୟୁକଲୋନୀରେ ଚଢଉ କରି ସେକ୍ସ ରାକେଟ୍ ଠାବ କରିଛି। ଏହି କାରବାର ସହିତ ସମ୍ପୃକ୍ତ ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। ତେବେ ଜଣେ ଗ୍ରାହକ ଖସି ପଳାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଦୀର୍ଘଦିନ ହେଲା ସେହି ଅଞ୍ଚଳରେ ସେକ୍ସ ରାକେଟ୍ ଚାଲୁଥିବା ପୋଲିସ ପାଖରେ ଖବର ଥିଲା। ଆଜି ଏହି କାରବାର ଚାଲିଥିବା ସୂଚନା ମିଳିବାରୁ ଚଢଉ କରଯାଇଥିଲା।

Leave A Reply

Your email address will not be published.