ସରୋଜ କୁମାର ମିଶ୍ର ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ଵ ନେଲେ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଯୋଗ ଦେଇଛନ୍ତି ସରୋଜ କୁମାର ମିଶ୍ର। ବିଦାୟୀ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସେ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ନୂଆ ଜିଲ୍ଲାପାଳଙ୍କୁ ସରକାରୀ ଅଧିକାରୀମାନେ ସ୍ଵାଗତ କରିଥିବା ବେଳେ ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଆସନ୍ତା ଉପ-ନିର୍ବାଚନକୁ କିଭଳି ଅବାଧ ଓ ନିରପେକ୍ଷ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବେ।

ମତାମତ ଦିଅନ୍ତୁ ।